Writer of sudhanya n Arpita .iam also writer n reader of story mirror
ରହସ୍ୟ ରହସ୍ୟ
ପୃଷ୍ଠା ପୃଷ୍ଠା ଓଲଟାଉ ଥାଏ ଆଙ୍କୁଥାଏ ନିତି ଜୀବନ ଜ୍ୟାମିତି l ପୃଷ୍ଠା ପୃଷ୍ଠା ଓଲଟାଉ ଥାଏ ଆଙ୍କୁଥାଏ ନିତି ଜୀବନ ଜ୍ୟାମିତି l
ଧୀରେ ଧୀରେ ହରାଇଲାଣି ତାର ଅସ୍ତିତ୍ବ, ପାଲଟି ଲାଣି କଳୁଷିତ ଧୀରେ ଧୀରେ ହରାଇଲାଣି ତାର ଅସ୍ତିତ୍ବ, ପାଲଟି ଲାଣି କଳୁଷିତ
ଅପମାନ ଅପମାନ
ଅଭିମାନ ସବୁ ଶୂନ୍ୟତା ଭିତରେ ପ୍ରତିଧ୍ବନିତ ହୋଇ ଲଦି ଦିଏ ଯନ୍ତ୍ରଣା ର ବୋଝ l ତଥାପି ବି ଅଭିମାନ କର ଅଭିମାନ ସବୁ ଶୂନ୍ୟତା ଭିତରେ ପ୍ରତିଧ୍ବନିତ ହୋଇ ଲଦି ଦିଏ ଯନ୍ତ୍ରଣା ର ବୋଝ l ତଥାପି...
ବୁଝିନଥିଲି ଜୀବନ ର ଅର୍ଥ ନଥିଲା ବଞ୍ଚିବାର ମୋହ ତଥାପି ଭରପୁର ଜିଇଁଲି ଜୀବନ l ଆଜି ସବୁ ଜାଣି ସବୁ ବୁଝିନଥିଲି ଜୀବନ ର ଅର୍ଥ ନଥିଲା ବଞ୍ଚିବାର ମୋହ ତଥାପି ଭରପୁର ଜିଇଁଲି ଜୀବନ l ଆଜି ...
ତୁ ଯେବେ ସାଜିଲୁ ବାଟୋଇ ମୋ ବାଟର ଶୂନ୍ୟ ମନେ ମୋ ଭରିଦେଲୁ ପୂର୍ଣ୍ଣତା ତୁ ଯେବେ ସାଜିଲୁ ବାଟୋଇ ମୋ ବାଟର ଶୂନ୍ୟ ମନେ ମୋ ଭରିଦେଲୁ ପୂର୍ଣ୍ଣତା
ଏତେ ଅହଂକାର ସୁନ୍ଦରତା ପାଇଁ ପୁଣି ଦେହର ଭୋକ ଏତେ ଅହଂକାର ସୁନ୍ଦରତା ପାଇଁ ପୁଣି ଦେହର ଭୋକ
ଅନେକ ଭାବାବେଗ ତୋର ଆଶୀର୍ବାଦର ଅଭଶାପର ଆଉ ପୁଣି ଛଳନାର ଅନେକ ଭାବାବେଗ ତୋର ଆଶୀର୍ବାଦର ଅଭଶାପର ଆଉ ପୁଣି ଛଳନାର
ସମୟର ସାୟହ୍ନରେ ବଦଳି ଯାଇଛୁ ତୁ ଅଦରକାରୀ ଅଲୋଡ଼ା ଥୁଣ୍ଟା ଗଛଟିଏ l ମୁଁ ବି ଜୀବନ ତମାମ ସବୁ କିଛି ସମର୍ପି ... ସମୟର ସାୟହ୍ନରେ ବଦଳି ଯାଇଛୁ ତୁ ଅଦରକାରୀ ଅଲୋଡ଼ା ଥୁଣ୍ଟା ଗଛଟିଏ l ମୁଁ ବି ଜୀବନ ତମାମ...