ରହସ୍ୟ
ରହସ୍ୟ
ଏ ରହସ୍ୟମୟ ସୃଷ୍ଟି ରେ
ଜୀବନ ଟା ବି
ଏକ ଅବୁଝା ରହସ୍ୟ l
କାହିଁକି ହୁଏ ଜନ୍ମ,
କାହିଁକ ଆସେ ମୃତ୍ୟୁ
କ୍ଷଣିକ ଏଇ ଜିଇଁବା ରେ
କେତେ ଦୁଃଖ କେତେ ଯନ୍ତ୍ରଣା
କେତେ ମାନ ଅପମାନ
ଖାଲି ମିଛ ଅଭିନୟ
ସବୁଖାଲି ପ୍ରହେଳିକା
ଅନ୍ତିମ ରେ ମୁଠାଏ ପାଉଁଶ
ବୁଝି ହୁଏନି ଏ ଜୀବନ ରହସ୍ୟ ।
ଏ ରହସ୍ୟମୟ ସୃଷ୍ଟି ରେ
ଜୀବନ ଟା ବି
ଏକ ଅବୁଝା ରହସ୍ୟ l
କାହିଁକି ହୁଏ ଜନ୍ମ,
କାହିଁକ ଆସେ ମୃତ୍ୟୁ
କ୍ଷଣିକ ଏଇ ଜିଇଁବା ରେ
କେତେ ଦୁଃଖ କେତେ ଯନ୍ତ୍ରଣା
କେତେ ମାନ ଅପମାନ
ଖାଲି ମିଛ ଅଭିନୟ
ସବୁଖାଲି ପ୍ରହେଳିକା
ଅନ୍ତିମ ରେ ମୁଠାଏ ପାଉଁଶ
ବୁଝି ହୁଏନି ଏ ଜୀବନ ରହସ୍ୟ ।