Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Das

Abstract

3.4  

Sasmita Das

Abstract

ଶୂନ୍ୟତାର ଅଭିମାନ

ଶୂନ୍ୟତାର ଅଭିମାନ

1 min
352


ଅଭିମାନ

ଏକ ନିଆରା ଭାବ

ମିଠା ମିଠା ଅନୁଭବ

ହୃଦୟ କୁ ଯୋଡିବାର l

ଅଭିମାନ ଅଛି ବୋଲି ତ,

ସମ୍ପର୍କ ଟିଏ ବଞ୍ଚି ରୁହେ

ଜୀବନ ଟା ଲାଗେ ଭରପୁର l

ଅଭିମାନ ଥାଏ,

ଶୈଶବ ର ଅଝଟ ରେ

କୈଶୋର ର ଚପଳାମି ରେ

ଆଉ ତାରୁଣ୍ୟ ର ପ୍ରେମ ରେ

ପୁଣି ବାର୍ଦ୍ଧକ୍ୟ ର ଅଳିରେ l

କିନ୍ତୁ,

ଏ ଅଭିମାନ କାହିଁକି?

କାହାପାଇଁ?

ଯେଉଁଠି ଅଭିମାନକୁ ବୁଝୁଥିବା

ହୃଦୟ ଟିଏ ନାହିଁ l

ସ୍ୱାର୍ଥ ଅହଂକାର ର ବଳୟ ଭିତରେ

ଜୀବନ ଟା ଲାଗେ ଖୁଵ  ଶୂନ୍ୟ l

ଆଉ ଅଭିମାନ ସବୁ ଶୂନ୍ୟତା ଭିତରେ

ପ୍ରତିଧ୍ବନିତ ହୋଇ

ଲଦି ଦିଏ ଯନ୍ତ୍ରଣା ର ବୋଝ l

ତଥାପି ବି ଅଭିମାନ କରେ

ଏଇ ଶୂନ୍ୟତା ଭିତରେ...।।


Rate this content
Log in

Similar oriya poem from Abstract