Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Das

Tragedy

3  

Sasmita Das

Tragedy

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
184


ଯେବେ ତୋ ଦେହରେ ଯୌବନ ଥିଲା

ସବୁଜିମାରେ ଲାଗୁଥିଲୁ ଖୁଵ ସୁନ୍ଦର,  

ଫୁଲ ଓ ଫଳରେ ଭରା ଥିଲା ଡାଳ 

ପକ୍ଷୀମାନଙ୍କର ଶୁଭୁଥିଲା କୋଳାହଳ l


କେତେ ଯେ କ୍ଲାନ୍ତ ବାଟୋଇ,

ଖୋଜୁ ଥଲେ ତୋ ଦେହର ଛାଇ l

ପିଲାଙ୍କର ରଜ ଦୋଳି ଖେଳ

ପର୍ବରେ ଗାଁ ଲୋକଙ୍କ ମେଳ

ସବୁ ମନ ଭରି ଉପଭୋଗ କରୁଥିଲୁ ତୁ l


ସମୟର ସାୟହ୍ନରେ ବଦଳି ଯାଇଛୁ ତୁ 

ଅଦରକାରୀ ଅଲୋଡ଼ା ଥୁଣ୍ଟା ଗଛଟିଏ l

ମୁଁ ବି ଜୀବନ ତମାମ ସବୁ କିଛି ସମର୍ପି

ଆଜି ଅଦରକାରୀ ଅଲୋଡ଼ା 

ଥୁଣ୍ଟା ମଣିଷଟିଏ l

ତୋ  କୋହ, ଯନ୍ତ୍ରଣା ତୋ ଭିତରେ

ମୋ କୋହ, ଯନ୍ତ୍ରଣା ଲୁହ ହୋଇ ବୋହୁଛି..

          


Rate this content
Log in

Similar oriya poem from Tragedy