STORYMIRROR

Sasmita Das

Abstract

3  

Sasmita Das

Abstract

ପ୍ରେମ

ପ୍ରେମ

1 min
189

ସୃଷ୍ଟି ନିୟନ୍ତାଙ୍କର

ଏକ ସୁନ୍ଦର ଉପହାର

ଯାହା ବାନ୍ଧି ରଖିଥାଏ

ଏଇ ସମଗ୍ର ସୃଷ୍ଟିକୁ l

ପ୍ରେମ

ଏକ ନୀରବ ଅନୁଭବ

ନିଶବ୍ଦ ସଂଗୀତର ମଧୁର ମୂର୍ଚ୍ଛନା

ମନ ଓ ଆତ୍ମାକୁ ଯୋଡିବାର

ସଫଳ ମନ୍ତ୍ରଟିଏ l

ଶାଶ୍ୱତ ଓ ପବିତ୍ରତାର

ପ୍ରତୀକଏଇ ପ୍ରେମ

ଧୀରେ ଧୀରେ ହରାଇଲାଣି

ତାର ଅସ୍ତିତ୍ବ, ପାଲଟି ଲାଣି କଳୁଷିତ

ସ୍ୱାର୍ଥପର ଏଇ ମଣିଷ ହାତରେ।



Rate this content
Log in

Similar oriya poem from Abstract