ଯନ୍ତ୍ରଣା
ଯନ୍ତ୍ରଣା
ଯନ୍ତ୍ରଣା ନୁହେଁ ଆଙ୍କିବାକୁ
ତୂଳୀ ରଙ୍ଗ ନେଇ ଚିତ୍ର
ଜୀବନର, ଯନ୍ତ୍ରଣା ନୁହେଁ
ଏକ ଲେଖିବାକୁ ବ୍ୟଥା
ଜୀଵନ ର, ଯନ୍ତ୍ରଣା ନୁହେଁ
ଶବ୍ଦ ତିନୋଟି ଅକ୍ଷର
ଯନ୍ତ୍ରଣା ନୁହେଁ ଏକ
ଦୁଃସ୍ବପ୍ନ ଜୀବନର
ଯନ୍ତ୍ରଣା ନୁହେଁ ଭୁଲିବାକୁ
ଅର୍ଥ ଜୀବନର
ଯନ୍ତ୍ରଣା ନୁହେଁ ଏକ
ଦୁଃଖଦ ମୁହୂର୍ତ୍ତ
ଯନ୍ତ୍ରଣା ଶବ୍ଦ ଏକ ଜୀଵନ
ସହିତ ଜଡିତ..........
