STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଦର୍ପଣ

ଦର୍ପଣ

1 min
1

ମୁଁ ଚାହେଁ ଏବେ ପିନ୍ଧିବାକୁ 
ଅନ୍ଧପୁଟୁଳି, ଢାଙ୍କିବାକୁ 
ନେତ୍ରଦ୍ବୟ ମୋର 
ମୁଁ ଚାହେଁନା ଦେଖିବାକୁ 
ଏ ବିକୃତ ବିଭତ୍ସ ବିକଟାଳ 
ରୂପ, ମୁଁ ଚାହେଁନା ଦେଖିବାକୁ 
ଅଭ୍ୟନ୍ତରର ସୁନ୍ଦରତା 
ବିହୀନ ଏକ ସୁନ୍ଦର ରୂପ 
ମୁଁ ଚାହେଁ ଏବେ ପିନ୍ଧିବାକୁ 
ଅନ୍ଧପୁଟୁଳି, ଢାଙ୍କିବାକୁ 
ନେତ୍ରଦ୍ବୟ ମୋର 
ମୋ ସ୍ମୃତିକୁ ଯେବେ ଦର୍ପଣ 
ସଜାଏ, ଅନ୍ତରରେ ପ୍ରଦୀପ ଜଳେ......


Rate this content
Log in

Similar oriya poem from Inspirational