STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ସତ୍ୟତା

ସତ୍ୟତା

1 min
0

ନିଷ୍ଠୁର ସତ୍ୟତା କୁ ଯେବେ 
ଆପଣାଏ, ନିଷ୍ଠୁର ବାସ୍ତବ ତା 
କୁ ଯେବେ ଭଲପାଏ 
ସେହି ନିଷ୍ଠୁର ବର୍ବର ସତ୍ୟତା 
ବାସ୍ତବ ତା କୁ ଯେବେ ନିଜର 
କୁଟୁମ୍ବ ବୋଲି ଭାବେ 
ସବୁଠି ଲାଂଛିତ ହୁଏ 
ଆଉ ପ୍ରତାରଣା ର ଡ଼ାଇରୀ 
ରେ ନିଜ କଥା ଲେଖେ 
ସେହି କଥା ଆଉ ବ୍ୟଥାର 
ସହର ରେ ଘର କରେ 
ସବୁଠି ମଥା ନୁଆଁଏ 


Rate this content
Log in

Similar oriya poem from Inspirational