STORYMIRROR

Swatishree Pandit

Classics Others

4  

Swatishree Pandit

Classics Others

ଯେ କୌଣସି ଋତୁ

ଯେ କୌଣସି ଋତୁ

1 min
294

ଋତୁ ଚକ୍ରର ଛଅ ରାଣୀ

ଜଣକ ପରେ ଜଣଙ୍କ କାହାଣୀ

ଗ୍ରୀଷ୍ମ ବର୍ଷା ଶରତ

6ହମନ୍ତ ଶୀତ ବସନ୍ତ

ସ୍ୱତନ୍ତ୍ର ପରିଚୟ ଘେନି

ଆସନ୍ତି ମହୀମଣ୍ଡଳ କୁ ଟାଣି

ଗ୍ରୀଷ୍ମ ରାଣୀ ଗରମ ଭାରୀ

ଟାଣ ପଣରେ କରନ୍ତି ଧରାସାୟୀ

ବର୍ଷାରାଣୀ ବ୍ୟୁତପାତ ଭାରୀ

ଜଳରେ ପ୍ରଳୟଙ୍କରୀ ଆଣନ୍ତି ଧାଇଁ

ଶରତ ରାଣୀ ଧବଳ ନାନି

ମା' ଦୁର୍ଗା ହୁଅନ୍ତି ଧରାଅବତରୀ

ହେମନ୍ତ ରାଣୀ ସବୁଜିମାଧାରୀ

ଶସ୍ୟଶ୍ୟାମଳା ହୁଏ ଧରିତ୍ରୀ

ବସନ୍ତ ରାଣୀ ମଳୟଧାରୀ

କୋଇଲି ଗାଉଥାଏ କୂହୂ କରି ll


Rate this content
Log in

Similar oriya poem from Classics