Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sudhakar sethi

Abstract

3  

sudhakar sethi

Abstract

ଯାତ୍ରା

ଯାତ୍ରା

1 min
32



ପଥ ସରିନାହିଁ ନିଖୋଜ ପଥିକ 

ଅଦ୍ଭୂତ ଏ ଯାତ୍ରା

ସଂପର୍କ ସେତୁ ଚାଲିଛି ଲମ୍ବି

କାହାର ତ ନାହିଁ ଦେଖା।


ମିଛକୁ ସତ ସତକୁ ମିଛ

ଦୁନିଆ ହାଟରେ ଭେଟ

କିଏ ପର କିଏ ଆପଣାର 

କେବେ ସମିକ୍ଷା ହେବ ଶେଷ


ଚିହ୍ନା ଚିହ୍ନିରେ ସରିଗଲା କାଳ

ତଥାପି ଅଙ୍କ ଏ ଅବୁଝା

କେମିତି କହିବି ପଡିଲିଣି ଥକି

ଏତ ଅସୀମ ପଥର ଯାତ୍ରା ।

   


Rate this content
Log in

Similar oriya poem from Abstract