STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଉତ୍ତର

ଉତ୍ତର

1 min
340

ମୁଁ ଆଙ୍କିନି ଏଯାଏ ପ୍ରତିଛବି

ମୁଁ ଲେଖିନି ଏଯାଏ ମହାକାବ୍ୟ

ଜୀବନର ଶୂନ୍ୟତାରେ,

ଖୋଜେ ଯେବେ ପୂର୍ଣ୍ଣତା,

ମନ ମୋର ହିମାଳୟ

ସ୍ବପ୍ନ ମୋର କୋଣାର୍କ

ନନ୍ଦନକାନନ,

ଫୁଲ ଏବେ ବାସ୍ନାର ମହକ,

ଜୀଵନ ଏବେ ଯାତନାର

ଚହକ, କିନ୍ତୁ ପ୍ରଶ୍ନବାଚୀ,

ପ୍ରତିଟି ପ୍ରଶ୍ନ ଖୋଜେ ଏବେ ଉତ୍ତର

ନିରୁତ୍ତର ମଣିଷଟା ଖୋଜେ ଏବେ ଉତ୍ତର ll


Rate this content
Log in

Similar oriya poem from Abstract