ବାପା
ବାପା
ବାପା....
ଏ ଜୀବନ ଯାତ୍ରାର ପ୍ରଥମ ନାୟକ
ଉଡିବାକୁ ଡେଣା ଦେଇ
ନୀଳାଭ ଗଗନ କଲେ
ସୁଗମ୍ୟ ସଳଖ
ବାପା.....
ଦୀପ୍ତିମ ନ୍ତଜ୍ୱଳନ୍ତ ପ୍ରଦୀପ
ନିଜେ ଜଳି ଜାଳି ଦେଲେ
ସୁଖର ଆଲୋକ
ବାପା.....
ଚଳମାନ ଜୀବନ୍ତ ଠାକୁର
ମୋ ଧାରେ ହସ ପାଇଁ
ଯେ ଢାଳି ଦ୍ୟନ୍ତି
ନିଜ ଆଶିଷର ଧାର
ବାପା....
ଏ ଜୀବନ ଯାତ୍ରାର ପ୍ରଥମ ନାୟକ
ଉଡିବାକୁ ଡେଣା ଦେଇ
ନୀଳାଭ ଗଗନ କଲେ
ସୁଗମ୍ୟ ସଳଖ
ବାପା.....
ଦୀପ୍ତିମ ନ୍ତଜ୍ୱଳନ୍ତ ପ୍ରଦୀପ
ନିଜେ ଜଳି ଜାଳି ଦେଲେ
ସୁଖର ଆଲୋକ
ବାପା.....
ଚଳମାନ ଜୀବନ୍ତ ଠାକୁର
ମୋ ଧାରେ ହସ ପାଇଁ
ଯେ ଢାଳି ଦ୍ୟନ୍ତି
ନିଜ ଆଶିଷର ଧାର