STORYMIRROR

Prasanta Bhunya

Abstract

3  

Prasanta Bhunya

Abstract

ଉପନିଷତ୍‌

ଉପନିଷତ୍‌

1 min
13.6K


ତୋ ପାଇଁ ବହିଟିଏ

ତା’ ଉପରେ ଫୁଲକାଗଜର ବେଢ଼ଣ

ଅତି ଯତନର ସୁନାଡୋର ଗଣ୍ଠିରେ

ଏବେବି ବନ୍ଧା ହୋଇ ଥୁଆ

ତା’ ଉପରେ ଧୂଳି ପରସ୍ତ ପରସ୍ତ

ବର୍ଷା ବସନ୍ତ ବୈଶାଖ ଉଣ୍ଡି ଦେଖି ଯାଉଛନ୍ତି

ପ୍ରଶ୍ନମୁଦ୍ରାରେ ମୋର ଏକୌଶ ବ୍ରହ୍ମାଣ୍ଡ

ନିଅଣ୍ଟ ଏ ସାରା ଜନମ

ତୋ ହାତରେ ଦେବାକୁ

ତୋ ପାଇଁ ବହିଟିଏ…

-ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract