Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Harihara Behera

Romance

3  

Harihara Behera

Romance

ତୁମକୁ ପାଇବା ପାଇଁ

ତୁମକୁ ପାଇବା ପାଇଁ

1 min
6.3K


ତୁମକୁ ପାଇବା ପାଇଁ

ହାତ ମୋର ପାଉ ନାହିଁ ।

ଚାହିଁ ଥିଲି ମୁହିଁ ତୋତେ

ନିଜର କରିବା ପାଇଁ ।

ଭଲ ପାଉ ଅଛି ବୋଲି

କହି ମୁଁ ପାରିଲି ନାହିଁ ।

ସେଥି ପାଇଁ ଆଜି ମୁହିଁ

ତୁମକୁ ପାଇଲି ନାହିଁ ।

ଚାହିଁ ବି ଚାହିଁ ପାରୁନି

କହି ବି କହି ପାରୁନି ।

ନିଜର ବାବି ପାରୁନି

ତୁ ହେଇଗଲୁ କାହା ପାଇଁ ।

ଅନ୍ୟ ହାତ ଧରି ତୁହି

ଘର ସଂସାର କରିଲୁ ଯାଇ ।

ତୁମକୁ ପାଇବା ପାଇଁ

ମନ ଝୁରୁଛି ତୁମରି ପାଇଁ ।

ଏବେ ବି ଚାହୁଁଛି ମନ

ନିଜର କରିବା ପାଇଁ ।

ତୁମ ପାଇଁ ମୋ ହୃଦୟ

ଆଜି ବି ଝୁରି ମରୁଛି ।

ତୁମକୁ ପାଇବା ପାଇଁ

ଆଜି ବି ମନ ଚାହୁଁଛି ।

ମୋର ଇଚ୍ଛା ଅଛି ବୋଲି

ଜଣାଇ ଦେଲି ମୁଁ ଆଜି ।

ମନ ଖୋଲି କହି ଦେଲି

ଚାହୁଁ ଅଛି ବୋଲି ମୁହିଁ ।

ଭଲ ପାଇବା ଥିବ ମନରେ

ଥର ଟିଏ ଭାବିବ ମୋ ପାଇଁ ।

ତୁମକୁ ପାଇବା ପାଇଁ

ହାତ ମୋର ପାଉ ନାହିଁ ।

Poet : hari har


Rate this content
Log in

Similar oriya poem from Romance