STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ତୁମକୁ ହରେଇବାର ଦୁସ୍ବପ୍ନ!

ତୁମକୁ ହରେଇବାର ଦୁସ୍ବପ୍ନ!

1 min
10


ଭଲପାଇବା ଟା ବୟସର ମାପକାଠି କି?

ତଥାପି ସାଇତି ରଖିଛି ହୃଦୟରେ 

ଯେବେ ଅନୁଭବ ହୁଏ ମୋ ହୃଦୟରେ 

ମୁଁ କାଳେ ହେଇଯାଏ ଏକ ଅଶାନ୍ତ ଝଡ଼ 

ଆଉ ଯେବେ ଶୁଣେ ତୁମ ପାଉଁଜି ର ଶବ୍ଦ 

ଅଧା ନିଦରୁ ଉଠି ତୁମକୁ ଦେଖେ 

ଦୁନିଆ ଯେତେ ପାଚେରୀ ତୋଳୁ 

ପାଚେରୀ ଆର ପଟୁ ଭଗ୍ନସ୍ତୁପ ପରି ମୁଁ ଅଟଳ 

ମୁହୂର୍ତକ ଆଗରୁ ଯାହାକୁ ଦେଖିଛି 

ଆଉ ଡ଼ରୁଛି ହରେଇବାର ଦୁସ୍ବପ୍ନ ।।


Rate this content
Log in

Similar oriya poem from Romance