STORYMIRROR

Debabrata Jena

Romance

2  

Debabrata Jena

Romance

ତୁମେ

ତୁମେ

1 min
8.0K


ତୁମେ ଏକ ସରଳ ଜ୍ୟାମିତି

ତୁମ ମନ ; ସରଳରେଖା ପରି ସରଳ ,ପରିସ୍ଫୁଟ ଓ ଅସୀମ

ତୁମ ଭାବନା; ରଶ୍ମି ପରି ଅପରିମିତ ,ଏକାଭିମୂଖୀ

ଆଉ ତୁମ ସଂଯମତା ;ରେଖା ଖଣ୍ଡ ପରି ସୀମିତ

ଭାରି ଭଲ ଲାଗେ ସେଇଥି ପାଇଁ

ମୋତେ ତୁମ ଜ୍ୟାମିତିରେ ଅଙ୍କନ ହୋଇ

ହଜିଯିବାକୁ ।


ଦେବବ୍ରତ ଜେନା

ଭୋଗରାଇ, ବାଲେଶ୍ୱର


Rate this content
Log in

Similar oriya poem from Romance