Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Classics

4  

Jyotirmoyee Mohanty

Classics

ତୁମେ

ତୁମେ

1 min
173


ତୁମେ ନୀଳ ଆକାଶର ନୀଳିମତା 

          ମୁଁ ଧୂସର ମରୁରେ ମରୀଚିକା l

ତୁମେ ସବୁଜ ବନାନୀ ତରୁଲତା 

          ମୁଁ ଲିଭି ଆସୁଥିବା ଦୀପଶିଖା ll


ତୁମେ ନୀଳ ସାଗରର ଚଞ୍ଚଳତା 

          ମୁଁ ପଥହରା ଗୋଟେ ନଦୀଧାରା l

ତୁମ ଆମନ୍ତ୍ରଣେ ସବୁ ଆନମନା 

          ମୁଁ ପଳାତକ ଦିଏ ନାହିଁ ଧରା ll


ତୁମେ ଚନ୍ଦନ ବନର ମାଦକତା 

           ମୁଁ କାଗଜ ଫୁଲର ସୁନ୍ଦରତା l 

ତୁମେ ସୂର୍ଯ୍ୟ ଆଖିର ଚପଳତା 

            ମୁଁ ନିରିହ ନୀରବ ଚାରୁଲତା ll 


ତୁମେ ଶୀତୁଆ ରାତିର ଉଷ୍ମତା 

            ମୁଁ ରୁଦ୍ରବୈଶାଖୀର ଝଞ୍ଜା l

ତୁମ କଥାରେ କଦମ୍ବ ଫୁଟିଯାଏ 

            ମୁଁ କଥାହେଲେ ହୁଏ ଦହଗଞ୍ଜା ll

  

  



Rate this content
Log in

Similar oriya poem from Classics