STORYMIRROR

CHITTARANJAN DEHURY

Abstract Classics Inspirational

3  

CHITTARANJAN DEHURY

Abstract Classics Inspirational

କେତେବେଳୁ ଏକ ଗଜଲ

କେତେବେଳୁ ଏକ ଗଜଲ

1 min
119


ଲିଭିଲାଣି ଦୀପ କେତେବେଳୁ

ସରିଲାଣି ଗପ କେତେବେଳୁ

ବାକି ରହିଲା କୋକେଇ ବନ୍ଧା

ନେଲାଣି ସେ ମାପ କେତେବେଳୁ ।


ଆସିଲାଣି ବେଳ ଭାବିବାର

ଅସମ୍ପୂର୍ଣ୍ଣ ଶାପ କେତେବେଳୁ ।


ବାସନା ରହିଛି ଖାଲି ସିନା

ସରିଲାଣି ଧୂପ କେତେବେଳୁ ।


ନିଜକୁ ଠକିବା ମହାପାପ

ହେଲାଣି ସେ ପାପ କେତେବେଳୁ ।


କେହି ଆଉ, 'ମୁନ୍ନା' ରଖିବେନି

ଡାକିଲାଣି ବାପ କେତେବେଳୁ ।


Rate this content
Log in

Similar oriya poem from Abstract