STORYMIRROR

CHITTARANJAN DEHURY

Abstract Romance Classics

3  

CHITTARANJAN DEHURY

Abstract Romance Classics

ବର୍ଷା ଓ ମୋ କବିତା

ବର୍ଷା ଓ ମୋ କବିତା

1 min
160

ତୋ ପାଦେ ପାଦ ମିଶେଇ

ନିଜକୁ ବର୍ଷାରେ ଭିଜେଇ

      ଚାଲିବାର ଗୋଟେ ନାଆଁ,

ଆଖିରେ ଆଖି ମିଶେଇ

ଦେଲୁ ହୃଦୟ ଥରେଇ

       ଜଳେ ଛାତିରେ ନିଆଁ।


କଣ୍ଟା ବି ଲାଗୁଛି ଭଲ

ମାଡ଼ିଲେ ତୋ ଗଳିରେ

       ସତେ କି ପହିଲି ଛୁଆଁ,

ତୋ ପାଦେ ପାଦ ମିଶେଇ

ନିଜକୁ ବର୍ଷାରେ ଭିଜେଇ

      ଚାଲିବାର ଗୋଟେ ନାଆଁ।


ତୁ ବର୍ଷା ମୁଁ ମରୁଭୂମି

ଥରି ଉଠେ ମୋର ଛାତି

       ଶୁଣି ତୋର ନାଆଁ ପ୍ରିୟା,

ତୋ ପାଦେ ପାଦ ମିଶେଇ

ନିଜକୁ ବର୍ଷାରେ ଭିଜେଇ

      ଚାଲିବାର ଗୋଟେ ନାଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract