STORYMIRROR

shaikh mozahid mahatab

Classics Others

3  

shaikh mozahid mahatab

Classics Others

ସ୍ମୃତି ଅନୁଭୂତି

ସ୍ମୃତି ଅନୁଭୂତି

1 min
205


 ଠିକ୍ ଏଗାରଟା ପରେ

ରାତିଟା ଗୋଟାପଣେ ମୋର ହେଇଯାଏ, 

ସବୁ ନିଶବ୍ଦ ନିରବ ହେବା ପରେ

ରାତି ଟା ଆହୁରି ନିର୍ଜନ ଲାଗେ ମତେ!


ଯେତେ ସବୁ ଦରମରା ସ୍ମୃତି 

ଯେତେ ଅନୁଭୂତି,

କୋଉଠି ଥାନ୍ତି କେଜାଣି 

ଗୋଟି ଗୋଟି ହୋଇ ମନେ ପଡନ୍ତି ।


କିଛି ଆଖିରୁ ଝରି ପଡନ୍ତି

ଦୁଇଟୋପା ମୁକ୍ତାବିନ୍ଦୁ,

ଆଉ କିଛି କବିତା ଖାତା 

କୁ ଚାଲି ଆସନ୍ତି ।


ସେହି ହଜିଯାଇଥିବା ସ୍ମୃତି

ଆଉ ଅନୁଭୂତି କୁ ପାଥେୟ

କରି, ଦୀର୍ଘାଶ୍ୱାସ ଛାଡି 

ଅପେକ୍ଷା କରିଥାଏ ଏକ ନୂତନ

ସକାଳ କୁ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics