STORYMIRROR

linki barik

Romance Fantasy Others

3  

linki barik

Romance Fantasy Others

ତୁମେ ଥରେ ଆସନ୍ତନି ....

ତୁମେ ଥରେ ଆସନ୍ତନି ....

1 min
124

ତୁମେ ଥରେ ଆସନ୍ତନି

ମୁଁ ଯେତବେଳେ ମୋର ସବୁ ନିଃଶଦ୍ଦ 

ବା ଅର୍ଥହୀନ ଶବ୍ଦମାନଙ୍କୁ ସାଉଁଟୁଥିବି,

ମୋ ଭାଵନାର ଘଡିସନ୍ଧି ମୁହୂର୍ତ୍ତଟା

ଯେବେ ରକ୍ତସ୍ନାତ ହୋଇ ମୋ 

ଦେହରେ ବାରମ୍ବାର ଢୁଳେଇ ପଡୁଥିବ,

ତୁମ ହାତର କୋମଳ ସ୍ପର୍ଶ ପାଇ 

ମୁଁ ପୁଣି ଫେରି ଯାଆନ୍ତି ସେଇ ଅନ୍ଧକୂପ ଘରକୁ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance