STORYMIRROR

linki barik

Others

3  

linki barik

Others

ହଜାରେ ଚାନ୍ଦକୁ ଦେଖିଲା ପରେ

ହଜାରେ ଚାନ୍ଦକୁ ଦେଖିଲା ପରେ

1 min
174

ହଜାରେ ଚାନ୍ଦକୁ ଦେଖିଲା ପରେ ବି

 ସମସ୍ତେ ସନ୍ଦିଗ୍ଧ ପରାୟଣ ଲାଗିଲେ।

 ଚାଲି ଆସିଲି ପୁଣି ସେଇ

 ପୁରୁଣା ବନ୍ଦ କୋଠରୀକୁ 

 ରୁଦ୍ଧ କରିଦେଲି ନିଜ ନିଃଶ୍ୱାସକୁ

 ବିଶ୍ଵାସର ସୂକ୍ଷ୍ମ ଇଙ୍ଗିତରେ 

ବିଗତ ବର୍ଷର ପୁରୁଣା ଡାଏରୀ ଖୋଲି ଦେଖିଲି 

 ସେ ଚତୁରୀ ଲାଗୁଥିଲା ସତ 

 କିନ୍ତୁ ମୁଁ ପ୍ରତ୍ୟେକ ପୃଷ୍ଠାରେ

 ମଳିନ ପଡି ଯାଇଥିଲି ;

ସତେ ଯେମିତି ଅସ୍ଥିରତା ମୋ ସହିତ

 ମୋ ଛାଇକୁ ବି ଢାଙ୍କି ରଖିଛି

 ନିଜ ରୁଢ଼ ଶବ୍ଦର ତଳେ..... 

ସଜାଡ଼ି ଦେଲି ପୁରୁଣା ଦିନକୁ..... 

ନୂଆ କରି ଗଢି ଦେଲି ନିଜକୁ....

 କିନ୍ତୁ ଆଇନା ଆଜି ବି କୁହେ

 "ଚାନ୍ଦ ଆଜି ବି ସନ୍ଦିଗ୍ଧ"।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍