STORYMIRROR

linki barik

Others

2  

linki barik

Others

ମୁଁ ଧର୍ମ କହୁଛି

ମୁଁ ଧର୍ମ କହୁଛି

1 min
11

ହେଇ ଦେଖ!....

ମତେ ସେ ଠାର ମାରିଲାଣି!...

ମୋ ଦୁଆରକୁ ଆସି

ମତେ ବଳେଇ ଯିବାକୁ ବସିଲାଣି,

ଅଜ୍ଞାତ କି ସେ ମୋ

କ୍ଷମତା ବାବଦରେ ??

ମଉଳା ଗୋଲପଟା ତାକୁ

ପିଆସି ପିଆସି ବାସିଲାଣି!....

କେଞ୍ଚୁଆକୁ ତାର ବଳ ପାଇବନି,

ବାଘ ସଙ୍ଗେ ଲଢିବାକୁ ବସିଲାଣି।

ଟିକେ ବ୍ୟତିକ୍ରମ ହେଲେ ମୁଁ ଯେ

ବଡ଼େଇ ଛଡେଇ ଦେବି,

ପୁଣି ଭାବିବାକୁ ବି ସମୟ ନଥିବ

କିଏ ଅମାବାସ୍ୟା କିଏ ପିଆସି!...

ହେଇ ଦେଖ!....

ମତେ ସେ ଠାର ମାରିଲାଣି!...


Rate this content
Log in