STORYMIRROR

linki barik

Inspirational Others

3  

linki barik

Inspirational Others

ନୂଆ ରୂପେ ଲେଖେ

ନୂଆ ରୂପେ ଲେଖେ

1 min
215

ପୁରୁଣା କଲମକୁ ଗୋଟେଇ ଆଣି

ପୁଣିଥରେ ଲେଖିବସେ ସେ

କିଛି ସତ କିଛି ମିଛର

ଶବଦ ଲିଭେଇ,

ପୁଣିଥରେ ଆନ୍ହିକ ସୂତ୍ରରେ 

ବିଚ୍ଛିନ୍ନ କରିଦିଏ ପରଦାକୁ,

ପୌନଃପୁନ୍ୟ ଭାବେ 

ପ୍ରକାଶ ହୁଏ

ତା କାନ୍ଧରେ ହାତ ରଖି 

ଏଇ ସେ ଅବୁଝା ସ୍ରୋତସ୍ଵତୀ,

ନୂଆ ରୂପେ ଲେଖେ ସେ

ତା ପୁରୁଣା କାହାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational