STORYMIRROR

linki barik

Inspirational Others

3  

linki barik

Inspirational Others

"ଭୃଣହତ୍ୟା"

"ଭୃଣହତ୍ୟା"

1 min
193


ବାସ ଗୋଟିଏ ଛୋଟିଆ ଅନୁରୋଧ ତୁମକୁ,

ଥରେ ମତେ ବଞ୍ଚାଇ ତ ଦେଖ

ତୁମେ ନିଶ୍ଚୟ ଅନୁଭବ କରିପାରିବ

ମୋ ଭିତରେ ଆଉ ତୁମେ ତୁମେ ଯାହାକୁ ଆଶା କରୁଛ

ତା ଭିତରେ କିଛି ଫରକ ନାହିଁ ବୋଲି,

ମୋତେ କାହିଁକି ଏ ଅଳିଆ ଗଦାଟାରେ 

ଫିଙ୍ଗିଦେଇ ଚାଲି ଯାଉଛ ?

କି ଦୋଷ କରିଛି ମୁଁ ?

ମୋତେ ଏଠାରେ ଛାଡି ଯାଅ ନାହିଁ।

ମୁଁ ନିଶ୍ଚୟ ତୁମ ପୁଅ ହେଇ ଦେଖେଇବି

ଥରେ ସୁଯୋଗ ଦେଇ ତ ଦେଖ!

ମୋତେ ଥରେ ବଞ୍ଚାଇ ତ ଦେଖ

ତୁମେ ନିଶ୍ଚୟ ଅନୁଭବ କରିପାରିବ

ମୋ ଭିତରେ ଆଉ ତୁମେ ଯାହାକୁ ଆଶା କରୁଛ ତା ଭିତରେ କିଛି ଫରକ ନାହିଁ ବୋଲି!



Rate this content
Log in

Similar oriya poem from Inspirational