STORYMIRROR

linki barik

Romance

3  

linki barik

Romance

ତୁମେ ଓ ମୁଁ

ତୁମେ ଓ ମୁଁ

1 min
167

ତୁମେ ଓ ମୁଁ

ସେଇ ମେଘାଚ୍ଛନ୍ନ ରାତି,

କୋହଲିଆ ରତି 

ଅବିଶ୍ରାନ୍ତ ଭାଵନାର,

ଉତ୍ତପ୍ତ ସମୀର

ଦୁଇଟି ମିଛ ନିଃଶ୍ୱାସର,

ଅଙ୍ଗୀକାର ଏକ 

ଗର୍ହିତ ପ୍ରକ୍ରିୟାର,

ଜାଗ୍ରତ ଦୁଇ ସ୍ୱାପକ କ୍ରିୟାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance