STORYMIRROR

Balaram Barik

Romance

3  

Balaram Barik

Romance

ତୁମେ ଗଲା ପରେ

ତୁମେ ଗଲା ପରେ

1 min
293


ସେହି ଫୁଲ ଅଛି ।

ସେହି ବାସ୍ନା ଅଛି ।

ସେହି ଚାନ୍ଦ ଅଛି ।

ସେହି ଜୋଛ୍ନା ଅଛି ।

ଖାଲି ତୁମେ ନାହଁ ସାଥି ତୁମେ ନାହଁ।


ସେହି ନଦୀ ଅଛି।

ସେହି ଧାରା ଅଛି।

ସେହି ଛାଇ ଅଛି ।

ସେହି ଖରା ଅଛି।

ଖାଲି ତୁମେ ନାହଁ ସାଥି


ସେହି ବଂଶୀ ଅଛି।

ସେହି ନାଦ ଅଛି।

ସେହି ରାଗ ଅଛି।

ସେହି ଛନ୍ଦ ଅଛି।

ଖାଲି ତୁମେ ନାହଁ ସାଥି ତୁମେ ନାହଁ।


ସେହି ହୃଦୟ ଅଛି।

ସେହି ପ୍ରେମ ଅଛି।

ଛାତି ତଳେ ଲେଖା

ତୁମର ନାମ ଅଛି।

ଖାଲି ତୁମେ ନାହଁ ସାଥି




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance