STORYMIRROR

Harihara Behera

Romance

3  

Harihara Behera

Romance

ତୁମ ଯଉବନ ରୁପ ସୁନ୍ଦର

ତୁମ ଯଉବନ ରୁପ ସୁନ୍ଦର

1 min
13.3K


ତୁମ ଯଉବନ ରୂପ ସୁନ୍ଦର

ଲାଗ ସତେ କି ମନୋହର ।

ତୁମ ଉପରେ ଟୋକାଙ୍କ ନଜର

ତୁମ ରୂପରେ ଫିଦା ଏ ସହର ।

ସତେ ମୋତେ ଲାଗୁଛି ଡର

କାଳେ ହୋଇଯିବ ଆଉ କାହାର ।

ମୁଣ୍ଡେ ମଲ୍ଲି ଗଜରା ହାର

ମୋତେ ଲାଗ ଦିବ୍ୟ ସୁନ୍ଦର ।

ମୁଁ କରିଛି ତୁମକୁ ନିଜର

ମୋତେ କରିବନି କେବେ ପର ।

ସାତ ଜନମକୁ ତୁମେ ମୋହର

ଭଲ ପାଇବା ବିଶ୍ଵାସ ଆମର ।

ତୁମ ଯଉବନ ରୂପ ସୁନ୍ଦର

ଲାଗ ସତେ କି ମନୋହର ।

Poet : HARIHAR

Date : 19/10/2018


Rate this content
Log in

Similar oriya poem from Romance