STORYMIRROR

Gitanjali Pujapanda

Romance

3  

Gitanjali Pujapanda

Romance

ତୁମ ସ୍ପର୍ଶ...

ତୁମ ସ୍ପର୍ଶ...

1 min
187

ତୁମ ସେ ପ୍ରେମର ସ୍ପର୍ଶର ସ୍ମୃତିଟି

ମୁଁ ନିତି ଝୁରେ ଦୁଃଖିନି ହୋଇ

ଲୁହ ଝରାଇଲା ବେଳେ ଅଧିର ଏଇ ମନ ତୁମ 

ହାତ ର ଉଷ୍ମତା ଅନୁଭବ କରେ ।

ତୁମ ସ୍ପର୍ଶର ଶୀତଳତାରେ 

ଇନ୍ଦ୍ର ଧନୁର ସୁଖ ପାଇ

ମୁଁ ହେଇଯାଏ ସମ୍ପୂର୍ଣ୍ଣା ।

ଚିର ସବୁଜ ତୁମ ପ୍ରେମର 

ପରିଭାଷା ଯେ ଲେଖା ମୋ 

ହୃଦୟ କାଗଜର ଲଫାପାରେ

ଯାହା ମୁଁ ରଖିଛି ଅତି ଯତ୍ନେ 

ସାଇତି ତୁମ ପ୍ରେମର ମୃଦୁ

ମଳୟ ଯେବେ ବହେ 

ମୁଁ ସେଥିରେ ହଜି ଭିଜି ମଜିଯାଏ

ତୁମର ହୃତପିଣ୍ଡର 

ପ୍ରତ୍ୟେକ ସ୍ପନ୍ଦନରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance