STORYMIRROR

Sonali Swapna Patra

Romance Tragedy

3  

Sonali Swapna Patra

Romance Tragedy

ତୁମ ସ୍ମୃତି

ତୁମ ସ୍ମୃତି

1 min
189


ଆଜିବି ପଡ଼ିଛି ଶୁଖିଲା ଗୋଲାପ

ଡାଏରୀ ର ଏକ କୋଣେ,

ଆଜିବି ବାସୁଚି ନୀଳ ଶାଢ଼ୀ ମୋର

ଅତରର ବାସ ବୁଣେ ।


ଆଜିବି ସାଇତା ଅଭୁଲା କାହାଣୀ

ଚିତ୍ରପଟେ ଅଙ୍କାହୋଇ,

ମନରେ ରହିଛି କେତେ ଯେ ଉନ୍ମାଦ

ସ୍ପର୍ଶ ଟିକେ ପାଇବାକୁ ।


ତୁମେ କି ବୁଝିବ ଅନ୍ତର ବେଦନା

ବହିଯାଏ ସ୍ମୃତି ହୋଇ,

ବ୍ୟଥା କୁ ଲୁଚେଇ ହସୁଅଛି ଆଜି

ନୟନରେ ଅଶ୍ରୁ ନେଇ ।



Rate this content
Log in

Similar oriya poem from Romance