Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swapna Patra

Classics Fantasy Inspirational

4.0  

Sonali Swapna Patra

Classics Fantasy Inspirational

ମାଆ ଓ ମମତା

ମାଆ ଓ ମମତା

1 min
219


କିଏ କହେ ତାକୁ ଧର୍ଯ୍ୟର ପାହାଡ଼

କିଏ କହେ ସ୍ନେହମୟୀ,

ସିଏ ମୋ ପାଇଁକି ଚଳନ୍ତି ଦେବତା

ସିଏପା ଅମୃତମୟୀ ।


ମମତା ଅଜାଡ଼ି ଦିଏ ସେ ସଜାଡି

ମାଆ ଅଟେ କୃପାବିନ୍ଦୁ,

ତାହାରି ସେନେହ ଆହାକି ମଧୁର

ଗଢ଼ିପାରେ ଶତସିନ୍ଧୁ ।


ବକ୍ଷ ରୁ ଦେଇଣ ଅମୃତର ରସ

ଗଢ଼ିପରେ ଯେ ଜୀବନ,

ତାକୁ କି ବର୍ଣ୍ଣିବି କଲମରେ ମୁହିଁ

ମୋ ଜୀବ ର ସେ ଜୀବନ ।


Rate this content
Log in

Similar oriya poem from Classics