STORYMIRROR

Dipti lekha Mishra

Romance

3  

Dipti lekha Mishra

Romance

ତୁମ ପାଇଁ -୪

ତୁମ ପାଇଁ -୪

1 min
184

ମନ ମୋର ଆଜି ଉଡିଲାଣି

ତୁମ କଥା ଭାବି ଭାବି

ବୋଧେ ଏ ଜନମରେ

ତୁମ ପାଇଁ ହୋଇଯିବି ଅନ୍ଧୁଣୀ

କାହିଁକି କେଜାଣି ତୁମ କଥା

ଭାରୀ ମନେ ପଡେ ଆଜି

ତୁମ ଛୁଆଁର ସମୀକରଣ

ମନ ମୋର ବିଗାଡିଦେଲାଣି ।


ତୁମ କୁ କିଏ ଦେଖାଇଲେ ଅଙ୍ଗୁଳି

ମୁଁ ତାହା ସହି ପାରେନି

କରେ ନିତି ତା ସହ କଳି

ତା ସହ ମୁହଁ କୁ ମୁହଁ ଲଢି

କହି ଦିଏ ଚାରି ଛ ପଦ

ବୋଧେ ତୁମକୁ ମୁଁ ବେଶୀ ଭଲ

ପାଇ ବସିଛି ବୋଲି ॥


ତୁମ ବେଶ ପୋଷାକ ମୋ ପାଇଁ

ବିଲକୁଲ ଫରକ ପଡେନି

ତୁମ ପାଖରେ ବସି ହସ ଖୁସି ସମୟ

ଆଜି ବି ଭୂଲି ପାରୁନି

ବୋଧେ ତୁମକୁ ମୁଁ ବେଶି ଭଲ ପାଇଲିଣି

ଏ କଥା ତୁମେ ବୁଝ କି ନାହିଁ

ଏ କଥା ମୁଁ ଜାଣି ପାରୁନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance