Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Tragedy Others

3  

Smitarani Barik

Tragedy Others

ତୁମ କଥା ମନେପଡେ

ତୁମ କଥା ମନେପଡେ

1 min
118



ଯୋଡି ଥିଲା ମନ ମନେ

କେତେ ମଧୁର ବଚନେ।।

ଦୂରେ ଚାଲିଗଲ ତୁମେ

ଗପ ରହିଲା ଗୋପନେ।।

ରହିଲା ଅଧା କାହାଣୀ

ତଥାପି ମନ ବୁଝେନି।।

ଆଜିବି ସେ ଭଲ ପାଏ

କେଜାଣି କାହିଁକି ସିଏ।।

ତୁମ କଥା ମନେ ପଡେ

ନିଇତି ମନ ଉହାଡେ।।

ରାତିର ଘନ ଅନ୍ଧାରେ

ପାଦ ଚାପି ଆସ ଧିରେ।।

ମହକ ଖେଳଇ ମନେ

ନିଇତି ଆଖି ସପନେ।।

ମନ କୁ ମୋ ଚୋରି କଲ

ମିଛ ପ୍ରତିଶ୍ରୁତି ଦେଲ।।

ଚାଲିଗଲ ବହୁ ଦୂର

କରି ମୋତେ ସାତ ପର।।

ଯନ୍ତ୍ରଣାରେ ଜାଳି ଦେଲ

ହୃଦୟକୁ ଭାଙ୍ଗିଦେଲ।।

ନିଷ୍ଠୁର ତୁମରି ମନ

ଦେଇଗଲ ଯେ କଷଣ।।

ତଥାପି ବଞ୍ଚିଛି ମୁହିଁ

ନୟନୁ ଲୁହ ଝରାଇ।।

ନିଶ୍ଵାସ ବହିବା ଯାଏଁ

ଭଲ ପାଉଥିବି ହାଏ।।

ଫେରନ୍ତା ବାଟକୁ ଚାହିଁ

ଅପେକ୍ଷାରେ ଥିବି ମୁହିଁ।।


Rate this content
Log in

Similar oriya poem from Tragedy