STORYMIRROR

Purnima Prusty

Romance

3  

Purnima Prusty

Romance

ତୁ ମୋ ଦୁନିଆ

ତୁ ମୋ ଦୁନିଆ

1 min
248

ଜାଣିନି କାହିଁକି...

ହଜାର ଚେହେରା ଭିତରୁ ତୁମ ଚେହେରା

ପସନ୍ଦ ଆସିଗଲା...

ତୁମ ହୃଦୟରେ

ରହିବାର ଆଶା ଭରିଗଲା...

ନିଜକୁ ଭୁଲିଯାଇ

ପ୍ରେମରେ ତୁମର ଭିଯିବାକୁ 

ଇଛା ହେଲା...

ପୁରା ଦୁନିଆଁ ପର ଲାଗେ ଆଜି

 ଏକା ତୁମେ ହିଁ ଲଗୁଛ ନିଜଠୁ ନିଜର

ଆସିବାରେ ତୁମ ଜୀବନକୁ ବୋଧେ...

 ଓଠ କୁ ମୋର 

 ହସିବାର କାରଣ ମିଳିଗଲା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance