Prakash Majhi
Horror Crime Inspirational
ରେ ମଣିଷ
କେଡ଼େ ଆବୁଝା ତୁ
ସବୁ ଜାଣି ଅଜଣା କେମିିତି,
ତୁ ଜାଣୁ
ମୁଁ ଜାଣେ
କାହିଁ ଭୁଲ ସବୁ
ଏଇଠି ଏମିତି
ଅନର୍ଥ ନ ହେଉ
ବୁଝିବା ଆଗରୁ
ଶ୍ରେଷ୍ଠ ଯିବ ପରା
ରଚିଦେ ତୁ
ନୂଆ ଇତିହାସ
ହସିିଉଠୁ ଧରା ।
ତୁ ଆଉ ମୁଁ
ବାପା
ମୁଁ ତୁମେ ଓ ସେ
ଭବିଷ୍ୟତ
ଜୀବନର ଚଲା ପଥେ...
ପରିବାର
ଏଇତ ଜୀବନ
ଜୀବନ ସାଥୀ
ଆମ ଓଡ଼ିଶା
ବିପଦ ଯାଉନି ଟଳ...
ବାଳାର୍କ ବୁଣୁଛି ସ୍ବର୍ଣ୍ଣାଭ କିରଣ ମୁକ୍ତାର ଭ୍ରମେ ଶିଶିର , ବାଳାର୍କ ବୁଣୁଛି ସ୍ବର୍ଣ୍ଣାଭ କିରଣ ମୁକ୍ତାର ଭ୍ରମେ ଶିଶିର ,
ଅଭିଭାବକ ହିଁ ସଚେତନ ହେଲେ ମିଳିବ ନୂତନ ଶିକ୍ଷା ବିଜ୍ଞାନ ଯୁଗେ ଏ ଅମୂଲ୍ୟ ଜୀବନ ଶିଶୁର କର ସୁରକ୍ଷା ଅଭିଭାବକ ହିଁ ସଚେତନ ହେଲେ ମିଳିବ ନୂତନ ଶିକ୍ଷା ବିଜ୍ଞାନ ଯୁଗେ ଏ ଅମୂଲ୍ୟ ଜୀବନ ଶିଶ...
ସେ ଦିନୁ ରାଧୁଆ ଭୂତ ଦେଖି ନାହିଁ କୁଶଳେ କଟେ ତା ଦିନ ସେ ଦିନୁ ରାଧୁଆ ଭୂତ ଦେଖି ନାହିଁ କୁଶଳେ କଟେ ତା ଦିନ
ସପନା ବୋଉ ଅବସ୍ଥା ଦେଖି ଲୋକେ ପାଣି ଛାଟିଲେ କହିଲା ଯାହା ଶୁଣି ଲୋକ ଯେ ଆଶ୍ଚର୍ଯ୍ୟ ହୋଇଲେ । ଭୟାନକ ସପନା ବୋଉ ଅବସ୍ଥା ଦେଖି ଲୋକେ ପାଣି ଛାଟିଲେ କହିଲା ଯାହା ଶୁଣି ଲୋକ ଯେ ଆଶ୍ଚର୍ଯ୍ୟ ହୋଇଲେ ...
ହରର୍ ହରର୍
ଭୟଙ୍କର ରୂପ ଦେଖିଲି ତାହାର, ଭୟରେ ଅସ୍ଥିର ହୋଇ. ଦଉଡି ଆସିବି ବାହାରିଲି ସିନା, ଭୟଙ୍କର ରୂପ ଦେଖିଲି ତାହାର, ଭୟରେ ଅସ୍ଥିର ହୋଇ. ଦଉଡି ଆସିବି ବାହାରିଲି ସିନା,
ଅପରାହ୍ନରେ ମୁଁ ଚାଲି ଯାଇ ଥିଲି ବଜାର ପାଖ ଅଞ୍ଚଳ ଫେରିବା ବେଳକୁ ଅନ୍ଧାର ରାତି କୁ ବରଷା ବତାଷି କା ଅପରାହ୍ନରେ ମୁଁ ଚାଲି ଯାଇ ଥିଲି ବଜାର ପାଖ ଅଞ୍ଚଳ ଫେରିବା ବେଳକୁ ଅନ୍ଧାର ରାତି କୁ ...
ସ୍ୱାମୀ ହର୍ତ୍ତା କର୍ତ୍ତା ବିଧାତା ସ୍ୱାମୀ ତା'ର ଇଷ୍ଟ ଦେବତା ! ଶଙ୍ଖା ସିନ୍ଦୂର ! ତା' ସ୍ୱା ସ୍ୱାମୀ ହର୍ତ୍ତା କର୍ତ୍ତା ବିଧାତା ସ୍ୱାମୀ ତା'ର ଇଷ୍ଟ ଦେବତା ! ଶଙ୍ଖା ସିନ୍ଦୂର...
ପୋଷା ହାତୀ ଗଲା ରାଗି ପୋଷା ହାତୀ ଗଲା ରାଗି
ଖରାପ ଛାଡ଼ି ଭଲ କମାଓ ଦେଲେ ତୁମେ ଅମର ହେଇଯିବ ଅନେକ ହୃଦୟରେ ସବୁ ଦିନ ଥିବ ଖରାପ ଛାଡ଼ି ଭଲ କମାଓ ଦେଲେ ତୁମେ ଅମର ହେଇଯିବ ଅନେକ ହୃଦୟରେ ସବୁ ଦିନ ଥିବ
ଅସ୍ଥି ମାଳେ ସଜ୍ଜା ଗୁମ୍ଫାର ଆଲୋକ ମନୋରଞ୍ଜନର ସ୍ଥଳୀ ଜୀବ ଜନ୍ତୁ କିବା ଭୁତ ମୁଖା ବେଶେ ଏକକୁ ଆରେକ ଅସ୍ଥି ମାଳେ ସଜ୍ଜା ଗୁମ୍ଫାର ଆଲୋକ ମନୋରଞ୍ଜନର ସ୍ଥଳୀ ଜୀବ ଜନ୍ତୁ କିବା ଭୁତ ମୁଖା ବେଶେ...
ଆସ ମଶାଣିକୁ ବନ୍ଧୁ କରିନେବା ରହି ରାତ୍ରୀର ସାଥେ ତା ସହ ମରଣରେ ଜୀବନର ସତ୍ଯତା ଖୋଜିବା ହାତଧରି ଅଦୃଶ ଆସ ମଶାଣିକୁ ବନ୍ଧୁ କରିନେବା ରହି ରାତ୍ରୀର ସାଥେ ତା ସହ ମରଣରେ ଜୀବନର ସତ୍ଯତା ଖୋଜିବା ...
କଳା ସୂରୁଜ କଳା ସୂରୁଜ
ହେ ଚଣ୍ଡାଶୋକ, ତୁମେ ନିହାତି ଅସ୍ଥିର,ନାହିଁ ତୁମ ପା6ର୍ଶ୍ଵ ହେ ଚଣ୍ଡାଶୋକ, ତୁମେ ନିହାତି ଅସ୍ଥିର,ନାହିଁ ତୁମ ପା6ର୍ଶ୍ଵ
ଆରମ୍ଭ କଲି ମନ୍ତ୍ର ପଢ଼ିବା ଧରି ରୁଦ୍ରାକ୍ଷ ମାଳ, ଆରମ୍ଭ କଲି ମନ୍ତ୍ର ପଢ଼ିବା ଧରି ରୁଦ୍ରାକ୍ଷ ମାଳ,
ମୁଁ ତାଙ୍କ ପାଇଁ କିଛି ବି ରଖିନଥିଲି ସେଥିପାଇଁ ସେମାନେ- ମୋ ବିଛଣାରୁ ଚାଖଣ୍ଡେ ମାପି ଠିଆହେଲେ। ମୁଁ ତାଙ୍କ ପାଇଁ କିଛି ବି ରଖିନଥିଲି ସେଥିପାଇଁ ସେମାନେ- ମୋ ବିଛଣାରୁ ଚାଖଣ୍ଡେ ମାପି ଠ...
ସପନ ବିହୀନ ଦିନ ଓ ରାତି, ଖେଳିବାକୁ କେବେ ଖୋଜିନି ସାଥୀ । ସପନ ବିହୀନ ଦିନ ଓ ରାତି, ଖେଳିବାକୁ କେବେ ଖୋଜିନି ସାଥୀ ।
ମୋ ଯନ୍ତ୍ରଣା ଜର୍ଜରିତ ଭବିଷ୍ୟତ ଦର୍ପଣ ଭାଙ୍ଗିଗଲେ ସେସବୁ ବି ଅଛୁଆଁ ହେଇଯିବ ସମସ୍ତଙ୍କ ପାଇଁ ମୋ ଯନ୍ତ୍ରଣା ଜର୍ଜରିତ ଭବିଷ୍ୟତ ଦର୍ପଣ ଭାଙ୍ଗିଗଲେ ସେସବୁ ବି ଅଛୁଆଁ ହେଇଯିବ ସମସ୍ତଙ୍କ ପାଇଁ
ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଏ ଦିନେ ଯମ ସହ କରେ ଦେଖା। ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଏ ଦିନେ ଯମ ସହ କରେ ଦେଖା।
ଅନ୍ଧାର ରାତି ରେ ଛୋଟ ଶବ୍ଦ ରୁ ବେ ଲାଗେ ଭୟ, ସମସ୍ତେ ଖୋଜନ୍ତି ଏହି ସମୟ ରେ ଭକ୍ତ ହନୁମାନଙ୍କ ଅଭୟ ଅନ୍ଧାର ରାତି ରେ ଛୋଟ ଶବ୍ଦ ରୁ ବେ ଲାଗେ ଭୟ, ସମସ୍ତେ ଖୋଜନ୍ତି ଏହି ସମୟ ରେ ଭକ୍ତ ହନୁମାନଙ...