Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Majhi

Abstract Drama

3  

Prakash Majhi

Abstract Drama

ଜୀବନର ଚଲା ପଥେ ପଥେ

ଜୀବନର ଚଲା ପଥେ ପଥେ

1 min
227


ଦିନର କାହାଣୀ

ସଞ୍ଜ କଣ ଜାଣେ

ସେତ ଅଳ୍ପରେ ଗଳ୍ପ ଟିଏରେ

ଲୁହ ଯଦି ମୋର

କଷ୍ଟ ଦିଏ ତୋତେ

ତୋପାଇଁ ଆଉ ମୁଁ କାନ୍ଦିବିନିରେ ।


ହସେଇଲେ ତୁ ହସିିିଦେବି

କେତେ ଯନ୍ତ୍ରଣା 

ଏଠି ମାପିଛୁ କି ?

କେବେ ସପ୍ନ ମୁଁ କେବେ ଯାଯାବର

ସାଥୀ ନାହିଁ ସିନା

ସବୁ ରାତି ନିଏ 

କିନ୍ତୁ ମୋର ଲୁହର ଖବର ।


ଅଣଲେଉଟ ଏ ମନ

ଲେଉଟି ପାରେନିି

ରହିଯାଏ ରୋକ୍ ଠୋକ୍ ନିରବରେ

ପଢ଼ିବାକୁୁ କାହା ପାଖେ 

ତ ଧର୍ଯ୍ୟ ନାହିଁ

ଖାଲି ମନର ଭାବକୁ

ଗୁଣୁଗୁଣୁ ଗାଏ

ଜୀବନର ଚଲା ପଥେ ପଥେ।


Rate this content
Log in

Similar oriya poem from Abstract