STORYMIRROR

Prakash Majhi

Drama Horror Tragedy

3  

Prakash Majhi

Drama Horror Tragedy

ଭବିଷ୍ୟତ

ଭବିଷ୍ୟତ

1 min
248

ଫୁଲ ଫୁଟି ମଉଳିବାକୁ

ସମୟ ହାତରେ ଏବେ ସବୁ ଖବର

କିଏ ବୁଝୁଛି କାହା ଦୁୁଃଖ

ଲୁହରେ ଶହଶହ ଯନ୍ତ୍ରଣା

ଛାତିରେ ଛାତି ଭର୍ତ୍ତି ବେଦନାର କ୍ଷତ

ଭବିଷ୍ୟତ ଏଠି କଣ

ଜନ୍ମ ପରେ ପରେ ମୃତ୍ୟୁର ତାଣ୍ଡବ ?


ସବୁ ଆଶା ଏଠି ବେହିସାବ

ଖିଆଲି ମନରେ ଲୁଚିଯାଏ ଆଜୀବନ ଅଝଟପଣ

ସବୁୁୁଥାଇ ଅଲୋଡା ଯେମିତି ଫୁଲବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama