Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

3  

Pratima Satpathy

Classics

ତ୍ରିରଙ୍ଗା

ତ୍ରିରଙ୍ଗା

1 min
194



ତ୍ରିରଙ୍ଗା ଆମର ଜାତୀୟ ପତାକା

   ଆମରି ଗର୍ବ, ଗୌରବ

ଫର ଫର ହୋଇ,ଶାନ୍ତି, ମୈତ୍ରୀ 

      ଏକତା ବାର୍ତ୍ତା ଗାଉଥିବ ।


 ତିନି ରଙ୍ଗ ପାଇଁ ନାମ ତା ତ୍ରିରଙ୍ଗା

    ରହିଅଛି ଜାଣ ଭାଇ

ପଚସ୍ତରୀ ବର୍ଷ, ସ୍ୱାଧୀନତା ପୁଣି 

    ଆମରି ଭାରତ ଭୂଇଁ ।


ଅଗଷ୍ଟ ପନ୍ଦର ତ୍ରିରଙ୍ଗା ଉଡାଇ

    ଆନନ୍ଦ ମନରେ ସର୍ବେ 

ଜାତୀୟ ସଂଗୀତ ଗାନ କରିବାରେ

    ଛିଡା ହୋଇଣ ନୀରବେ ।


ଜାତୀୟ ସଂହତି ଜଗତ କଲ୍ୟାଣେ

    ମନ ପ୍ରାଣ ଢାଳି ଦେବା

ସତ୍ୟ, ଅହିଂସାର ଯାତ୍ରୀ ହୋଇ ଆମେ

    କର୍ତ୍ତବ୍ୟ, ଆମ କରିବା ।


ତ୍ରିରଙ୍ଗାର କେହି ଅପମାନ କଲେ

    ବିରୋଧ ଆମେ କରିବା

ଭାରତୀୟ ବୋଲି ବିଶ୍ୱ ଇତିହାସେ

   ଯଶ, କୀର୍ତ୍ତି ରଖିଯିବା ।


Rate this content
Log in

Similar oriya poem from Classics