STORYMIRROR

SAHADEV PARIDA

Classics

3  

SAHADEV PARIDA

Classics

ଅଭୟ

ଅଭୟ

1 min
135

ମଣିଷ ଜୀବନ ନୁହେଁ ଭୟ ଶୂନ୍ୟ

ଥିବା ଯାଏ ମନେ ଆଶକ୍ତି

ମନରେ କଳ୍ପନା ତରଙ୍ଗ ଉଠୁଲେ

ସ୍ଥିର ନୁହେଁ କେବେ ମତି ।


ଦୁନିଆ କୁ ସଦା ଆପଣା କରିଲେ

ଅଭୟ କାହୁଁ ମିଳିବ

ଅସତ୍ୟରେ ମନ ବୁଡି ରହିଥିଲେ

ଭୟକି ପିଛା ଛାଡ଼ିବ।


ସତ୍ୟର ସାହାରା ଯେ ନେଇଛି ଵରି

ଅଭୟ ତାକୁ ମିଳିଇ

ଭୟର ଆତଙ୍କ ନରହିଵ କେବେ

ଜଗନ୍ନାଥ ଙ୍କୁ ସେ ଦାୟୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics