STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମୋ କବିତା

ମୋ କବିତା

1 min
145


ମୋ କବିତା ଜୀବନ ମୋର

ମୋ କବିତା ପରିଚୟ ମୋର

କବିତା ପାଇଁ ମୁଁ ବଞ୍ଚିଛି

କବିତା ପାଇଁ ତ ସମ୍ମାନ ଲଭୁଛି

କବିତା ମୋ ଦୁଃଖ ନେଇ ଯାଏ

କବିତା ମୋ ମନ କଥା କୁ ଲେଖି ଦିଏ

କବିତା ମୋ ଆତ୍ମା ର ଭାଷା କହୁଛି

କବିତା ମୋତେ ଆଗକୁ ନେଉଛି

କବିତା ପାଇଁ ମୁଁ କେତେ କଥା ଜାଣୁଛି

କବିତା ପାଇଁ ଆଜି ସବୁ ସ୍ଥାନ କୁ ଯାଉଛି

କବିତା ମୋ ଦୁଃଖକୁ ବୁଝୁଛି

କବିତା ମୋତେ ବଞ୍ଚିବାର ରାହା ଦେଉଛି

କବିତା ମୋ ଅନୁଭବ ରୁ ଆସେ

କବିତା ମୋ ପ୍ରତି ରକ୍ତ ବିନ୍ଦୁ ରେ ବସେ

କବିତା ଲେଖିବା ମୋ ନିଶା ହୋଇଛି

କବିତା ମୋ ମାନସ କନ୍ୟା ରୂପେ ଜନ୍ମ ନେଉଛି

କବିତା ମୋ ହୃଦୟ ରୁ ଝରି ପଡ଼ୁ ଥାଉ

କବିତା ମୋ କାଳ ଜୟୀ ହୋଇ ଚିର ଦିନ ରହୁ

କବିତା ପ୍ରତି ପାଠକ କୁ ସ୍ଵର୍ସ କରୁ ମୋର

କବିତା ର ପ୍ରତି ଧାଡି ହୃଦୟ ସ୍ପର୍ଶି ହେଉ ମୋ ଶ୍ରୋତାଙ୍କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics