STORYMIRROR

Disambar Meher

Romance

2  

Disambar Meher

Romance

ତମର୍ ଲାଗି ପଦେ

ତମର୍ ଲାଗି ପଦେ

1 min
9K


ଜନର୍ ଉକିଆ ନେ ବସିକରି

ଭାବୁଥିନି ଭାବ୍ନା ରାଏଜନେ

ଜେନ୍ ନ ଦେଖ୍ଲେ ତମର ଚେହେରା

ତମେ ଅଛ ଛାତି କନେ ।

କେତେ ଫୁଲ୍ ଦେଖ୍ଲି

ନାଇଁ ଆସ୍ଲା ମନ୍ କେ

ପହେଲା କଥାନେ

ମନ୍ ଦେଇଦେନି ତମ୍ କେ ।

ଛନେ ନାଇଁ ଦେଖ୍ଲେ

ଘାଁଟି ହେସି ଇ ଜୀବନ୍

କାଏଁ ଯାଦୁ କଲଧନ

ତମର୍ ବିନେ ଝୁରୁଛେ ଇ ମନ୍ ।

ଡିସମ୍ୱର ମେହେର

ନୂଆପଡା


Rate this content
Log in

Similar oriya poem from Romance