STORYMIRROR

Srinibas Mahalik

Abstract Inspirational

2  

Srinibas Mahalik

Abstract Inspirational

ତାଜ୍ ମହଲ

ତାଜ୍ ମହଲ

1 min
14.1K


ବିଭିନ୍ନ ପ୍ରକାର ବିବାଦ ଚାଲିଛି

ତାଜ୍ ମହଲକୁ ନେଇ

ନା ସେ ମନ୍ଦିର ନା ମକବରା 

ଏସବୁ କଥାକୁ ଥୋଇ ।।

କିଏ କୁହେ ରାଣୀ ମମତାଜ୍ ନାମେ

ତାଜ୍ ମହଲର ସୃଷ୍ଟି

କିଏ ପୁଣି କୁହେ ତେଜୋ ମହାଳୟରୁ

ହୋଇଥିଲା ତାହା କଟି ।।

କିଛି କିଛି ଲୋକ ମତ ରଖୁଛନ୍ତି

ଲଅଭର ତାହା ସିମ୍ବଲ୍

ଆଉ କିଛି କିଛି କହୁଛନ୍ତି ପୁଣି

ହିନ୍ଦୁଙ୍କର ଶିବ ଟେମ୍ପଲ୍ ।।

ତାଜ୍ କୁ ନେଇକି ବିବାଦ ନକରି

କରିବା ଉଚିତ୍ ଗର୍ବ

ବିଶ୍ଵରେ ସାତୋଟି ଆଶ୍ଚର୍ଯ୍ୟ ଭିତରେ

ଏହା ଅଛି ଟିକେ ଭାବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract