STORYMIRROR

Srinibas Mahalik

Others

2  

Srinibas Mahalik

Others

ନେଲସନ୍ ମାଣ୍ଡେଲା

ନେଲସନ୍ ମାଣ୍ଡେଲା

1 min
383

ନେଲସନ୍ ମାଣ୍ଡେଲା ଦ-ଆଫ୍ରିକାରେ

ରହିଥିଲେ ରାଷ୍ଟ୍ରପତି

ଅକ୍ଷୁର୍ଣ୍ଣ ସଂଘର୍ଷ କରିଥିଲେ ସିଏ

କଳାଗୋରା ଭେଦ ପ୍ରତି ।।


ବାପୁଙ୍କ ଅହିଂସା ନୀତି ଭଳି ଅଟେ

ତାଙ୍କର ପ୍ରତିଟି କାମ

ସେଇଥିପାଇଁ ତ ବ୍ଲାକ୍ ଗାନ୍ଧୀ ଭାବେ

ପରିଚିତ ତାଙ୍କ ନାମ ।।


ଭାରତ ରତ୍ନଠୁ ଆରମ୍ଭ କରିକି

ନୋବେଲ ପ୍ରାଇଜ୍ ଯାଏଁ

ଅଢେଇଶହରୁ ଅଧିକ ଆଓ୍ବାର୍ଡ

ପାଇସାରିଛନ୍ତି ସିଏ ।।


ସାରା ବିଶ୍ବ ଆଜି ଫିଲ୍ କରୁଅଛି

ତାଙ୍କରି ଅନୁପସ୍ଥିତି

କାଳକାଳ ପାଇଁ ଜୀବନ୍ତ ରହିବ

ତାଙ୍କର ସମସ୍ତ କୀର୍ତ୍ତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍