STORYMIRROR

shaikh mozahid mahatab

Romance

3  

shaikh mozahid mahatab

Romance

ସୁନ୍ଦରୀ

ସୁନ୍ଦରୀ

1 min
55

ସାଗର କୂଳରେ ଦେଖିଲି ଗୋଟେ ସୁନ୍ଦରୀ 

କାନ୍ଦୁଥିଲା ବସି, ଅବିରତ ଅଶ୍ରୁ ଯାଉଥିଲା ବହି, 

କହିଲା ମୋତେ ଦିଅ ମୋ ହସ ଫେରେଇ

ପଚାରିଲି ତମ ଲୁହ ପାଇଁ କଣ ମୁଁ ଦାୟୀ

କହିଲା ସମସ୍ତଙ୍କ ହାତରେ ମୁଁ ସାଜିଛି ଖେଳନା

ମତେ ନିଜର କରିବାକୁ ସମସ୍ତେ କରନ୍ତି ଛଳନା

ଢେଉଟେ ଆସି ଗୋଡ ଚାରିପଟେ ଢାଳି ଦେଇଗଲା କିଛି

ପ୍ରଶ୍ନର ଉତ୍ତର ପାଇଲି କି ନାହିଁ ଏ ଯାଏଁ ଭାବୁଛି



Rate this content
Log in

Similar oriya poem from Romance