STORYMIRROR

ଅଶୋକ କୁମାର ମହାନ୍ତ l

Horror Fantasy Inspirational

3  

ଅଶୋକ କୁମାର ମହାନ୍ତ l

Horror Fantasy Inspirational

ସୁଧା ର ପରସ

ସୁଧା ର ପରସ

1 min
156

କେବେ ଦେଖେ ଝନ୍ ଝନ୍ ବର୍ଷାର

ତରିଲା ତରିଲା ଓଠରେ 

କହିିିିିଦିଅ ପଦେ 

ସେତିକିି ମୋ ପାଇଁ ସୁଧା ।।


କେବେ ପୁଣି ଝଣତ୍ କାର ଶବ୍ଦକୁ

ବ୍ୟାଖ୍ୟା କରିବାକୁୁ ଯାଇ

ଦେଖେ ତୁମକୁ

ସେତିକିିମୋ ପାଇଁ ସୁଧା ।।


କେବେ ଦେଖେ ତୁୁମ ସୁରିଲା ସୁରିଲା ଓଠରୁୁ

ଝର୍ ଝର୍ ହୋଇ ଝରି ଆସେ

ଦୁନ୍ଦୁଭିି ର ଛିଟା

ସେତିକିିମୋ ପାଇଁ ସୁଧା ।।


 ଖସ୍ ଖସ୍ ନିିଛାଟିଆ ରାସ୍ତାରେ ଏକାକୀ

ଦମ୍ ଦମ୍ କରି ଚାଲିଗଲା ବେଳେ

ମନେ ପଡ଼ି଼ିଯାଏ ତମ ଶୂନ୍ୟ କଥା

ସେତିକିି ମୋ ପାଇଁ ସୁଧା  ।।


ଆକାଶରୁୁ ଟିପ୍ ଟିପ୍ ବାରିବୁନ୍ଦ ଖସି ଗଲା ବେଳେ  

ଦେଖି ପାରେ ସେଠି

ତମ କୁହୁକ ର କାବ୍ୟ ନାୟିକାଟିଏ

ସେତିକିିମୋ ପାଇଁ ସୁଧା  ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror