STORYMIRROR

Nirupama Tarai

Horror Fantasy

3  

Nirupama Tarai

Horror Fantasy

କଳାମେଘ

କଳାମେଘ

1 min
196

ବୈଶାଖ ମାସ ର ଆଗମନ ନେଇ

କାଳବୈଶାଖୀ ‌‌ଘୋଟି ଆସିଲା,

କଳା ମେଘ କଳା ବାଦଲ ଛାଇଲା,

ସବୁୁଆଡ  ଅନ୍ଧକାର ମୟ ଦିିିିଶିିିଲାା


କଳାମେଘ ଦେଖି ମୟୂର ନାଚିିିଲା

କୃଷକ ମୁୁଖରେ ହସ ଫୁଟିଲା

ଘଡ଼ଘଡ଼ି ଶବ୍ଦ ଭୟାବହ ହେଲା

ବିଜୁଳି ଚମକି ଆଲୋକ ଦେଖାଇ

ଭୟରେ ଛାୟା ସୃଷ୍ଟି କରିଲା।


ବାଦଲ ର ଗତି କ୍ଷୀପ୍ର ଗତି କରି,

ପରେ ବର୍ଷା ଅନୁଭୂତ ହୋଇଲା,

କୂଆପଥରର ଦୃଶ୍ୟ ଅତ୍ୟନ୍ତ ମନୋରମ

ପିଲାଙ୍କ ର ଆନନ୍ଦ ଉଲ୍ଲାସ ଛୁୁୁଟିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror