STORYMIRROR

Sunanda Mohanty

Horror Classics Thriller

3  

Sunanda Mohanty

Horror Classics Thriller

ମାଳିକା

ମାଳିକା

1 min
123


ମାଳିକାର ଉତ୍ପତ୍ତି ଓ ଇତିବୃତ୍ତି

ବୁଝିବାକୁ ସାମର୍ଥ୍ୟ ସମ୍ମତି

ବହୁ ସଂଗତି ଅସଙ୍ଗତି

ରହିବାକୁ ସମର୍ଥର ସ୍ଥିତି

ମାଳିକାର ଭିତ୍ତି କାଳର କରାଳ

ପରିସ୍ଥିତି ଅଗ୍ରଗତି

ଆସ୍ତେ ଆସ୍ତେ ସ୍ତରେ ପ୍ରସ୍ତରେ ପ୍ରସ୍ଥରେ

ଅମୂଳକ ଉଦ୍ଦେଶ୍ୟ ଅଧୋଗତି

ସାମର୍ଥ୍ୟ ବାହାରେ

ରଖିବାକୁ ସୁସଙ୍ଗତି

ଜାତି ଦେଶ ବ୍ୟକ୍ତିର ପରିସ୍ଥିତି

ଆପଣା ହସ୍ତେ ଜିହ୍ୱା ଛେଦି

ପର ହସ୍ତେ ବିବୃତ୍ତି

ସତରେ କଣ ମହାକାଳ ଫଳ

ଅଗରୁ ପର୍ଯ୍ୟନ୍ତ ଡାଳ

ଅଚଳ ଅଥଳ ଆକୁଳ

ସକଳ ସ୍ଥିତି ଅବସ୍ଥିତି

ପ୍ରକୃତରେ ମାଳିକା କଣ

ନିଶ୍ଚୟ ନିଶ୍ଚିନ୍ତ ପ୍ରତିଶ୍ରୁତି

ଦୁରତ୍ଵ ଅଭିବ୍ୟକ୍ତି

ବୁଝି ବିଚାରି ଭିର୍ଣ୍ଣ ଗତି ମୁକ୍ତି

ମାଳିକା ହିଁ ଇତି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror