STORYMIRROR

ଅଶୋକ କୁମାର ମହାନ୍ତ l

Others

3  

ଅଶୋକ କୁମାର ମହାନ୍ତ l

Others

ପରୀକ୍ଷା

ପରୀକ୍ଷା

1 min
153

 ପରୀକ୍ଷା ଭାଇ ପରୀକ୍ଷା

ମନରେ ଅଛି 

କେତେ ତରକା 

ଆସିଲା ଆମ ପରୀକ୍ଷା ll


Lockdown ଏବେ କାହିଁ ସରିଲା 

ମୁଣ୍ଡରେ ବଡ଼

ଚିନ୍ତା ପୋଷିଲା 

ଆସିଲା ଆମ ପରୀକ୍ଷା ll


କେତେ ବୁଲିବାର 

ଇଚ୍ଛା ଥିଲା ମନେ

ଆଶାର କୁସୁମ

କୁହୁଡି ହେଲା 

ଆସିଲା ଆମ ପରୀକ୍ଷା ll


ବୋଉ ପାଟି ଏବେ 

ଶୁଭିବ ନାହିଁ

ପେନ୍ ଖାତା ଆଉ

ଛାଡ଼ିବି ନାହିଁ

ଆସିଲା ଆମ ପରୀକ୍ଷା ll


ଭାଇ ଭଉଣୀଙ୍କ 

ସ୍ନେହ ଆଉ ନାହିଁ 

ସରିଲା ସବୁ

ପୀରତି

ଆସିଲା ଆମ ପରୀକ୍ଷା ll


ବହିକୁ ଦେଖିଲେ

ନିଦ ମାଡ଼ିଆସେ

ନିଦକୁ କିଏ ସେ 

ହଜେଇ ନେଲା

ଆସିଲା ଆମ ପରୀକ୍ଷା ll


ପରୀକ୍ଷା ନୁହେଁ

ଏ ତ ଜୀବନ ଖେଳ

ମନେ ନପଡ଼ିଲେ

ସବୁ ବୁଡ଼ିଯିବ ଭେଳ

ଆସିଲା ଆମ ପରୀକ୍ଷା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍