STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସ୍ତ୍ରୀ ପୁରୁଷ ଉଭୟ ଦାୟୀ

ସ୍ତ୍ରୀ ପୁରୁଷ ଉଭୟ ଦାୟୀ

1 min
156

ପୁରୁଷ ଯଦି ନାରୀର ଦେହକୁ

ବହି କହି ପଢ଼େ

ମାଆ ଜନନୀ ଭଗିନୀ ତାର

କଣ ବୋଲି ପଢି କହି ଯୋଡେ

ଶବ୍ଦର ଶିଳାନ୍ୟାସ କବିତା କାହିଁକି

କୋଣାର୍କ ବି ଗଢେ

ଶବ୍ଦ ବାଣରେ ଜାତୀୟତା ଜାତୀୟ

ସ୍ତରରେ ଭାବ ଗଢେ

ପୁରୁଷର ନାରୀ ହେଇ ଅର୍ଦ୍ଧାଙ୍ଗିନୀ

ସଂସାର ଯେ ଯୋଡେ

ନିଶବ୍ଦ ରାତ୍ରୀରେ ଶବ୍ଦ ର ପ୍ରୟୋଗ

ଅବଶ୍ୟ ତାଜମହଲ ଗଢେ

ସ୍ତ୍ରୀ ଜାତି ଭୁଲି ପ୍ରିତୀ ମନ୍ଦାକିନୀ

ଆଗକୁ ଯେ ବଢେ

ରୋଷେଇ ଘରକରଣା ଭୁଲି

ପରକୀୟା ଯୋଡେ

ଅର୍ଦ୍ଧନାରି ବେଶ କରିଲା ଅବଶ

ଅସୁର ଶିର ଉଡେ

ଆଜି ନାରୀ ଝିଅ ବୋହୁ ସ୍ତ୍ରୀ ଯଦି

ବାଟ ହୁଡେ

ସଂସାର ନିୟମ ସ୍ତ୍ରୀ ପୁରୁଷ ମିଶି

ହସି ଯୋଡେ

ଡଉତ୍ପାତ ର ଇତି ଆଜି ଇତିହାସ

ବଢେ ବାଡେ ଗୋଡେ ଗଢେ 

ହାସ୍ୟାସ୍ପଦ ହୁଅନ୍ତି ସ୍ରଷ୍ଟା ବିଚଳିତ ହୋଇ

କିଏ କାହାର କାନ ମୋଡେ

ସ୍ରଷ୍ଟା ତ ନିଜେ ସ୍ୱୟଂ ସମୂର୍ଣ୍ଣ କାହିଁକି

ଏ ବଡିମା ବାଢି ଶୁଝାନ୍ତି ହାଡେ ହାଡେ

ଜାତୀୟ ପ୍ରେମ୍ ରହିଲେ ସ୍ତ୍ରୀ ପୁରୁଷ ହୃଦୟେ

ଜାତୀୟ ପତାକା ଫର ଫର ଉଡେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action