Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Tragedy

4.0  

Puspanjali Panda

Tragedy

ସତାନବେର ସାହସ

ସତାନବେର ସାହସ

1 min
11.5K



ସୁନ୍ଦର ନିର୍ଭର ଆତ୍ମ ପ୍ରତୟର

ଦୃଢ଼ ମନୋବଳ,

ଦେଖିଲେ ଲାଗିବ ସତରେ 

ସେ ଏକ ଅଲଗା ମଣିଷ ପୃଥିବୀର।।

ଆତ୍ମ ବିଶ୍ୱାସର ଭିତ୍ତି ଉପରେ 

ଚାଲିଛି ଜୀବନ ତାର।।

ପାରିବାପଣର ଭରସା ନିଜର।

କେହି ଥାଉ ବା ନଥାଉ,

ଦେଉ ବା ନଦେଉ, 

କାମ କରିବାର ନିଶା ।

ପେଶା ଦେଖିଛି ବି ଲୋକହସା ।

ଉପରବାଲାର ଅଦେଖା ଶକ୍ତିକୁ

ଅଛି ବୋଲି ତାର ନିର୍ଭର ଯୋଗ୍ୟ ଭରସା..., 

ପ୍ରତିଦିନ ତାର ନୂଆ ସମ୍ଭାବନା ଆଶା...!!

ସବୁଠାରୁ ବେଶୀ ଖୁସୀରେ ଚାଲେ 

ଅହଂ ଭାବ ଛାଡ଼ି ଦୂରରେ ଭଲେ

ବୟସ ପାରିନି ଅଟକାଇ 

ତାକୁ ଚାଲିଛି ଏକଲା ରାସ୍ତାରେ ।

ସ୍ୱାଭିମାନ ତାର ସୁଦୃଢ଼

ଯାଣେ ଜୀବନଟା ନୁହେଁ ଖେଳଘର 

ଯଦି ନଇଁ ଯାଏ ଅଣ୍ଟାର ବଳ

ତେଣୁ ସେ ଜୀବନ ଯନ୍ତ୍ରଣା ସହି 

ଚାଲିଛି ସବୁ ହଳାହଳ ପିଇ ।

ନାହିଁ ଅଭିମାନ ନାହିଁ ଅଭିଯୋଗ

ସେତ ସତାନବେର ସାହସ।

ବଞ୍ଚି ବଞ୍ଚାଇବାରେ ରଖେ ବିଶ୍ୱାସ ।

ବୟସର ଦୁଃଖ, ସମୟର ଶୋକ

ସବୁ ତା ଆଗରେ ଅଳିକ।


Rate this content
Log in

Similar oriya poem from Tragedy